ଶୁଷ୍କ ତ୍ୱଚା ପାଇଁ ବାଦାମ ତେଲ

ବାଦାମ ଶରୀର ପାଇଁ ଯେତିକି ଉତ୍ତମ ଏହାର ତେଲ ମଧ୍ୟ ତ୍ୱଚା ପାଇଁ ସେଥିକି ଲାଭଦାୟକ।  ଶୀତଦିନେ ତ୍ୱଚା ଶୁଷ୍କ ହୋଇ ଯାଉଥିବାରୁ ବାଦାମ ତେଲ ବ୍ୟବହାର କରନ୍ତୁ ଓ ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ।

See the source image
Courtesy: plum goodness

▪️ବାଦାମ ତେଲ ପାଇଁ ମୁହଁ ଓ ଶରୀରରେ ଲଗାଇବା ଦ୍ୱାରା ଡେଡ ସ୍କ୍ରିନ ସମସ୍ୟାରୁ ମୁକ୍ତି ମିଳେ।  ଏହା ତ୍ୱଚାକୁ ଉଜ୍ୱଳ ଓ କୋମଳ ରଖେ।
▪️ଶୀତଦିନେ ବେସନ ଓ ହଳଦୀ ସହିତ ବାଦାମ ତେଲ ମିଶାଇ ଲଗାନ୍ତୁ।  ଏହା ଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହୁଏ।
▪️ନିତିଦିନ ବାଦାମ ତେଲରେ ଏକ ଚାମଚ ମହୁ ମିଶାଇ ଲଗାଇଲେ ଓଠ ଫାଟିବ ନାହିଁ ।
▪️ଆଖିତଳ କଳା ଦାଗ ଦୂର ପାଇଁ ପ୍ରତିଦିନ ବାଦାମ ତେଲ ଲଗାଇ ଶୁଅନ୍ତୁ।
▪️ହେୟାର ଡ୍ରାଏନେସ ଦୂର ପାଇଁ ରାତିରେ କେଶରେ ବାଦାମ ତେଲ ମାଲିସ କରନ୍ତୁ।  ସକାଳୁ ସାମ୍ପୁରେ ଧୋଇ ଦିଅନ୍ତୁ। ଏହାଦ୍ଵାରା କେଶ ସମସ୍ୟା ଦୂର ହୋଇଥାଏ ଓ କେଶ ଶୀଘ୍ର ବଢେ।

Leave a Reply

Your email address will not be published. Required fields are marked *